"ସମ୍ପୂର୍ଣ୍ଣ ବ୍ୟାକଅପ୍"
"ସମ୍ପୂର୍ଣ୍ଣ ରିଷ୍ଟୋର୍"
"ଏକ ସଂଯୁକ୍ତ ଡେସ୍କଟପ୍ କମ୍ପ୍ୟୁଟର୍କୁ ସମସ୍ତ ଡାଟାର ସମ୍ପୂର୍ଣ୍ଣ ବ୍ୟାକଅପ୍ କରିବାକୁ ଅନୁରୋଧ କରାଯାଇଛି। ଆପଣ ଏହିପରି କରିବାକୁ ଚାହିଁବେ?\n\nଯଦି ଆପଣ ନିଜେ ବ୍ୟାକଅପ୍ର ଅନୁରୋଧ କରିନାହାନ୍ତି, ତେବେ ଏହି କାମକୁ ଆଗକୁ ବଢ଼ିବାକୁ ଦିଅନ୍ତୁ ନାହିଁ।"
"ମୋ ଡାଟାର ବ୍ୟାକଅପ୍ ନିଆଯାଉ"
"ବେକଅପ ନିଅନ୍ତୁ ନାହିଁ"
"ଏକ ସଂଯୁକ୍ତ ଡେସ୍କଟପ୍ କମ୍ପ୍ୟୁଟର୍ରୁ ସମସ୍ତ ଡାଟାର ସମ୍ପୂର୍ଣ୍ଣ ରିଷ୍ଟୋର୍ ଅନୁରୋଧ କରାଯାଇଛି। ଆପଣ ଏହାକୁ ଅନୁମତି ଦେବାକୁ ଚାହିଁବେ କି?\n\nଯଦି ଆପଣ ନିଜେ ରିଷ୍ଟୋର୍ ଅନୁରୋଧ କରିନାହାନ୍ତି, ତେବେ ଏହା କାର୍ଯ୍ୟକୁ ଆଗକୁ ବଢ଼ିବାକୁ ଦିଅନ୍ତୁ ନାହିଁ। ଏହା ବର୍ତ୍ତମାନ ଡିଭାଇସ୍ରେ ଥିବା ଯେକୌଣସି ଡାଟାକୁ ବଦଳାଇଦେବ!"
"ମୋ ଡାଟାକୁ ରିଷ୍ଟୋର୍ କରାଯାଉ"
"ରିଷ୍ଟୋର୍ କରନ୍ତୁ ନାହିଁ।"
"ଦୟାକରି ନିମ୍ନରେ ବର୍ତ୍ତମାନର ବ୍ୟାକଅପ୍ ପାସ୍ୱର୍ଡ ଲେଖନ୍ତୁ:"
"ଦୟାକରି, ତଳେ ନିଜର ଏନକ୍ରିପ୍ସନ୍ ପାସ୍ୱର୍ଡକୁ ଦିଅନ୍ତୁ।"
"ଦୟାକରି, ତଳେ ନିଜର ଡିଭାଇସ୍ ଏନକ୍ରିପ୍ସନ୍ ପାସ୍ୱର୍ଡ ଦିଅନ୍ତୁ। ବ୍ୟାକଅପ୍ ଆର୍କାଇଭ୍ ଏନ୍କ୍ରିପ୍ଟ କରିବା ପାଇଁ ମଧ୍ୟ ଏହା ବ୍ୟବହୃତ ହେବ।"
"ପୂର୍ଣ୍ଣ ବ୍ୟାକଅପ୍ ଡାଟାକୁ ଏନକ୍ରୀପ୍ଟ ବ୍ୟବହାର କରିବା ପାଇଁ ଏକ ପାସୱର୍ଡ ଦିଅନ୍ତୁ। ଯଦି ଏହାକୁ ଖାଲି ଛାଡ଼ି ଦିଆଯାଏ, ତେବେ ଆପଣଙ୍କ ବର୍ତ୍ତମାନର ପାସୱର୍ଡ ବ୍ୟବହାର କରାଯିବ।"
"ଯଦି ଆପଣ ସମ୍ପୂର୍ଣ୍ଣ ବ୍ୟାକଅପ୍କୁ ଏନ୍କ୍ରିପ୍ଟ କରିବାକୁ ଚାହାନ୍ତି, ତେବେ ତଳେ ଗୋଟିଏ ପାସ୍ୱର୍ଡ ଦିଅନ୍ତୁ:"
"ଯଦି ରିଷ୍ଟୋର୍ ଡାଟା ଏନକ୍ରିପ୍ଟ ହୋଇଯାଇଥାଏ, ତେବେ ତଳେ ପାସ୍ୱର୍ଡ ଲେଖନ୍ତୁ:"
"ବ୍ୟାକଅପ୍ ଆରମ୍ଭ କରୁଛି..."
"ବ୍ୟାକଅପ୍ ସମାପ୍ତ ହେଲା"
"ରିଷ୍ଟୋର୍ ଆରମ୍ଭ ହେଉଛି..."
"ରିଷ୍ଟୋର୍ ସମାପ୍ତ ହେଲା"
"କାର୍ଯ୍ୟର ସମୟ ସରିଯାଇଛି"